ଦେଖନ୍ତୁ Video: ପାଣିପାଗ ରିପୋର୍ଟ ପଢ଼ୁ ପଢ଼ୁ ଲାଇଭ୍ ଶୋ’ରେ ବେହୋସ୍ ହୋଇ ପଡ଼ିଗଲେ ନ୍ୟୁଜ୍ ଆଙ୍କର୍
ଆମେରିକାରେ ଏକ ନ୍ୟୁଜ୍ ଚ୍ୟାନେଲର ଜଣେ ମହିଳା ଆଙ୍କର୍ ଲାଇଭ୍ ଶୋ’ରେ ବେହୋସ୍ ହୋଇପଡ଼ିଛନ୍ତି। ଆଙ୍କର ଜଣକ ପାଣିପାଗ ରିପୋର୍ଟ କହୁଥିବା ବେଳେ ଏପରି ଘଟିଛି। ଆଙ୍କର ବେହୋସ୍ ହୋଇଯିବା ଘଟଣା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
କୁହାଯାଉଛି, ମହିଳା ଆଙ୍କର୍ ଏଲିସା କାର୍ଲସନ୍ ପୂର୍ବରୁ…