ରାଜଧାନୀରେ ଆତଙ୍କରାଜ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ପୋଲିସ୍ ଉପରେ ଆକ୍ରମଣ ଉଦ୍ୟମ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ୍ ଉପରେ ଆକ୍ରମଣ ହୋଇଛି । ଜଣେ ମହିଳା ଏସ୍ଆଇଙ୍କୁ ଗତ ୨ ତାରିଖ ରାତିରେ ଆକ୍ରମଣ ଉଦ୍ୟମ ହୋଇଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଗତ ୨ ତାରିଖ ରାତି ପ୍ରାୟ…