ରାତିରେ ଶୋଇବା ପୂର୍ବରୁ ଦୁଧରେ ପାନମଧୁରୀ ମିଶାଇ ପିଅନ୍ତୁ, ଫାଇଦା ଆପଣ ନିଜେ ଅନୁଭବ କରିପାରିବେ
ଦୁଧରେ କ୍ୟାଲସିୟମ, ପ୍ରୋଟିନ, ମ୍ୟାଗନେସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି । ପ୍ରତିଦିନ ଦୁଇ ଗ୍ଲାସ କ୍ଷୀର ପିଇଲେ ହାଡ ମଜବୁତ ହୋଇଥାଏ । କିଛି ଲୋକ ଖାଲି କ୍ଷୀର ପିଉଥିବା ବେଳେ କିଛି ଲୋକ କ୍ଷୀର ସହିତ କିଛି ମିଶାଇ ପିଇବାକୁ ପସନ୍ଦ କରନ୍ତି । ଯଦି ଚାହିଁବେ କ୍ଷୀରରେ ଆପଣ…