Browsing Tag

fertilizer

ସୋସାଇଟିକୁ ଆସୁନାହିଁ ଚାହିଦା ମୁତାବକ ସାର, ଚିନ୍ତାରେ ଚାଷୀ

ଯାଜପୁର : ଚିନ୍ତାରେ ଚାଷୀ, ଦେଖାଯାଉଛି ସାର ସଙ୍କଟ । ସୋସାଇଟିକୁ ଆସୁନାହିଁ ସାର। ଏପଟେ ବଜାରରେ ମଧ୍ୟ ଉପଲବ୍ଧ ହେଉ ନାହିଁ ଚାଷୀଙ୍କ ଚାହିଦା ମୁତାବକ ସାର। । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ଚଳିତ ବର୍ଷ ଚାଷୀମାନଙ୍କୁ ଆବଶ୍ୟକୀୟ ସାର ଯୋଗାଇଦେବା ସହ ସମସ୍ୟାର ସମାଧାନ ପାଇଁ…

ସାର ସଙ୍କଟ ନେଇ ଭୟ ନାହିଁ, ଗଚ୍ଛିତ ରହିଛି ୟୁରିଆ

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଅଭାବ ରହିବ ନାହିଁ ସାର । ସାର ଗଚ୍ଛିତ ରଖାଯାଇଛି । ପୂର୍ବରୁ ୟୁରିଆ ସାର ସବୁ ପ୍ୟାକ୍ସରେ ମହଜୁଦ ରଖାଯାଇଛି ।  ୮୧ ହଜାର ଟନ୍ ଷ୍ଟକ ରହିଛି ।  ଆହୁରି ସାର ଆସୁଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଗତ ବର୍ଷ ବି ସାରର ଅଭାବ ନଥିଲା ।…

ବେଆଇନ ସାର ମହଜୁଦ ରଖି ଚୋରା ଚାଲାଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ ସାର ଉପଲବ୍ଧତା ସମ୍ପର୍କରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ବେଆଇନ ସାର ମହଜୁଦ ରଖିବା ଓ ଚୋରା ଚାଲାଣ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ…

ରାଜ୍ଯରେ ସାର ଅଭାବ ନେଇ ବିଜେଡିର ଧାରଣା, ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏବେ ସାରର ଅଭାବ ଥିବାରୁ…

ଥମୁନି ସାର ସଙ୍କଟ: ଲାଗିଛି ଲମ୍ବା ଲାଇନ, ରାସ୍ତାରେ ରଖାଯାଇଛି ଆଧାର କାର୍ଡ ଆଉ ବ୍ୟାଗ

ବଣାଇ : ସାର ପାଇଁ ରାତି ଅନିଦ୍ରା । ରାସ୍ତାରେ ରଖାଯାଇଛି ଆଧାର କାର୍ଡ ଆଉ ବ୍ୟାଗ । ଲାଗିଛି ଲମ୍ବା ଲାଇନ। ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତର ଦୃଶ୍ୟ । ସାର ଆସିଥିବା ଶୁଣିବା ପରେ ରାତିରୁ ଲାଇନ ଦେଇ ଅପକ୍ଷା କରିଥିଲେ ଚାଷୀ ।  ନିଜ ଆଧାର କାର୍ଡ ବ୍ୟାଗ…

ଓଡ଼ିଶାରେ ସାର ଅଭାବ ସମସ୍ୟା : ୬୨ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ଓଡ଼ିଶାରେ ଚାଷୀମାନଙ୍କୁ ସାର ଯୋଗାଣ ସମ୍ପର୍କିତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର 62 ଜଣ ଡିଲରଙ୍କ ଲାଇସେନ୍ସକୁ ବାତିଲ କରିବା ସହିତ 30ଟି ଦୋକାନରେ ସାର ବିକ୍ରୟ ବନ୍ଦ କରିଥିବା ସୂଚନା ମିଳିଛି। କଳାବଜାର/ଚୋରି/ନକଲି ସାର ବିକ୍ରୟକୁ ରୋକିବା ପାଇଁ, ରାଜ୍ୟ…

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅର୍ଗାନିକ୍ ବା ଜୈବିକ ଚାଷ ପାଇଁ କ’ଣ ପାଇଁ…

କରୋନା କଟକଣାକୁ ମାନୁନି ଚାଷୀ ମନ, ସାର ଟିକେ ପାଇବା ପାଇଁ ଲାଗୁଛି ନାହିଁ ନଥିବା ଭିଡ

ଗଞ୍ଜାମ(କେ ନ୍ୟୁଜ): କରୋନା ଚିନ୍ତା, ପରେ ମୌସୁମୀ ବର୍ଷା ଚିନ୍ତା ଏବେ ଚାଷୀଙ୍କ ପାଇଁ ଚିନ୍ତା ପାଲଟିଛି ଜମିରେ ସାର ପକାଇବା । କିନ୍ତୁ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ମିଳିପାରୁ ନଥିବାରୁ ଚାଷୀଙ୍କ ବ୍ୟାକୁଳତା ବଢ଼ିବାରେ ଲାଗିଛି । ଯେଉଁଥି ସାର ଟିକେ ମିଳୁଛି ବୋଲି…