ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ, ଚୀନ୍ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍
ତାଳଚେର: ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ । ଚାଇନାର ଏକ କର୍ମାନୀକୁ ଦିଆଯାଇଥିବା ତାଳଚେର ସାର କାରଖାନା କାର୍ଯ୍ୟ ଏବେ ବନ୍ଦ । କାରଖାନା ପାଇଁ କାମ ପାଇଥିବା ଚୀନ୍ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍ । ସୂଚନା ଅନୁଯାୟୀ, ବର୍ତ୍ତମାନ ସୀମାନ୍ତରେ ଭାରତ-ଚୀନ୍…