Browsing Tag

fighter jet crash

Fighter Jet Crashes: ଏୟାର ସୋ’ ବେଳେ ଭୟଙ୍କର ଦୁର୍ଘଟଣା, ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ: ଗ୍ରୀସର ଏକ ଏୟାର ସୋ' ଚାଲିଥିବା ସମୟରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିମାନଟି କ୍ରାଶ୍ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏକ ଗ୍ରୀକ୍ ବାୟୁସେନାର F-4 ଫାଣ୍ଟମ୍…

F-35b Fighter Jet Crashes : ସାନ ଡିଏଗୋରେ ଅଗ୍ନିପିଣ୍ଡୁଳା ପାଲଟିଲା ଏଫ୍-୩୫ ଫାଇଟର୍ ଜେଟ୍

ସାନ ଡିଏଗୋ : ଆମେରିକାର ସାନ ଡିଏଗୋରେ ମିରାମର ଏୟାରବେସ ନିକଟରେ ଏଫ୍-୩୫ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟିକୁ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।…

ଆଉ ଏକ ଯୁଦ୍ଧ ବିମାନ ଖସାଇଲା ଇରାନ, କିଛି କ୍ରୁ ସଦସ୍ୟ ଆହତ

ନୂଆଦିଲ୍ଲୀ: ଆଉ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଛି ଇରାନ ସେନା । ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ A-10 ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି A-10 ବିମାନଟି F-15E ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ…

ପୋଲାଣ୍ଡରେ ଭୟଙ୍କର ଫାଇଟର ଜେଟ କ୍ରାସ, ପାଇଲଟ ମୃତ

ପୋଲାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ପୋଲାଣ୍ଡରେ ଏକ ଏୟାର ଶୋ' ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୁରୁବାର ଏକ ଏୟାର ଶୋ ଅଭ୍ୟାସ ସମୟରେ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ପୋଲାଣ୍ଡରେ ଭୟଙ୍କର ଫାଇଟର ଜେଟ କ୍ରାସ । ରାଡମ…

ଜେଟରେ ଥିଲା ଯାନ୍ତ୍ରିକ ସମସ୍ୟା, ପାଇଲଟଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା

ସେଦିନ ଥିଲା ଜୁନ ୧୨ତାରିଖ, ଘଟିଯାଇଥିଲା ମର୍ମନ୍ତୁଦ ପ୍ଲେନ ଦୁର୍ଘଟଣା । ପୁଣି ଜୁଲାଇ ୨୧ ଗତକାଲି ଘଟିଯାଇଛି ଢାକାରେ ବଡ ପ୍ଲେନ ଦୁର୍ଘଟଣା । କଣ ଅଛି ରହସ୍ୟ ? ଏହି ୧ ଆଉ ୨ ନମ୍ବର ଭିତରେ । ଦର୍ଶକବନ୍ଧୁ ଏହାକୁ ନେଇ ସମସ୍ତଙ୍କ ମନରେ ଉଠିଲାଣି ପ୍ରଶ୍ନ । ସେପଟେ ବଢୁଛି ଢାକାରେ ଘଟିଯାଇଥିବା…

ଗୁଜୁରାଟର ଜାମନଗରରେ ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ, ନିଖୋଜ ପାଇଲଟଙ୍କୁ ଖୋଜା ଚାଲିଛି

ବୁଧବାର ରାତିରେ ଗୁଜରାଟର ଜାମନଗରରେ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇଜଣ ପାଇଲଟଙ୍କ ସହିତ ଏକ ପଶିକ୍ଷଣ ମିଶନରେ ଥିଲା । ଏହି ପାଇଲଟମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହ ଅନ୍ୟ…

ଆଲାସ୍କାରେ ଭୟଙ୍କର ଭାବେ କ୍ରାସ୍ ହେଲା F-35 ଯୁଦ୍ଧ ବିମାନ, ପାଇଲଟ୍ ସୁରକ୍ଷିତ

ଆଲାସ୍କାରେ ମଙ୍ଗଳବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବେସରେ ପ୍ରଶିକ୍ଷଣ ଅଭ୍ୟାସ ବେଳେ ଏକକ ସିଟ୍ ବିଶିଷ୍ଟ F-35 ଯୁଦ୍ଧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଆମେରିକାର ବାୟୁସେନା ପାଇଲଟ୍ ସୁରକ୍ଷିତ ଥିବା ଜଣାଯାଇଛି । ୩୫୪ତମ ଫାଇଟର୍ ୱିଙ୍ଗର…

ରାଫେଲ୍‌କୁ ଟକ୍କର ଦେଉଥିବା ଆମେରିକାର ଏଫ୍‌୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆକାଶରେ ଲାଗିଲା ନିଆଁ

ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌୧୬ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଶ୍ଚର୍ଯ୍ୟର କଥା, ରାଫେଲ୍‌ ଭଳି ଏହାକୁ ଆଡ୍‌ଭାନ୍ସଡ ବୋଲି ବିବେଚନା କରାଯାଏ। ଆମେରିକାର ନେତୃତ୍ୱାଧୀନ ନାଟୋର ଅନେକ ଦେଶ ଏହି ବିମାନକୁ ବ୍ୟବହାର କରନ୍ତି। ଦକ୍ଷିଣ କୋରିଆରେ ଏହି ଯୁଦ୍ଧ ବିମାନ କ୍ରାସ୍‌ ହୋଇଥିବା…

ଦୁର୍ଘଟଣାଗ୍ରସ୍ତ ହୋଇ ଆପାର୍ଟମେଣ୍ଟ୍‌ରେ ଖସିଲା ଫାଇଟର୍‌ ଜେଟ୍‌, ପାରାଶୁଟ୍‌ରୁ ସୁରକ୍ଷିତ ବାହାରିଗଲେ ପାଇଲଟ୍‌ ଓ…

ଆମେରିକାର ମିଶିଗନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏୟାର ଶୋ’ ଚାଲିଥିବା ବେଳେ ଏକ ଭିଣ୍ଟେଜ୍‌ ଫାଇଟର ଜେଟ୍‌ରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ଏଥିରେ ନିଆଁ ଲାଗିଯିବାରୁ ଜେଟ୍‌ଟି ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ…

ପାକିସ୍ତାନ ଏୟାରଫୋର୍ସ ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଗଲେ ପାଇଲଟ; ଦେଖନ୍ତୁ ଭିଡିଓ

ମିଡିଆ ରିପୋର୍ଟ ଅନୁଯାୟୀ, ଜେଟର ନାମ ଥିଲା JF-17 । ଏହା ଏକ ଚାଇନା ଜେଟ୍ । ଚଳିତ ବର୍ଷ ଏପର୍ଯ୍ୟନ୍ତ ପାକିସ୍ତାନର ସମୁଦାୟ ପାଞ୍ଚଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଜେଟ୍ ଏକ ରୁଟିନ୍ ମିଶନରେ ଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖୁସିର କଥା, ଏହି ଦୁର୍ଘଟଣାରେ…