Below header
Browsing Tag

film ganapath

ବ୍ରୁସ୍‌ଲି’ଙ୍କ ଭଳି ଆକ୍ସନ୍‌ କରୁଛନ୍ତି ଟାଇଗର ଶ୍ରଫ୍‌, ଲଣ୍ଡନରେ ଆରମ୍ଭ ହେଲା ‘ଗଣପତ’ର ସୁଟିଂ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କୁ କିଏ ବା ନ ଜାଣେ। ବାପା ଜ୍ୟାକି ଶ୍ରଫ୍‌ଙ୍କ ଭଳି କଠିନ ପରିଶ୍ରମ ବଳରେ ଆଜି ଟାଇଗର ବି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇତି ମଧ୍ୟରେ ଟାଇଗର ଫ୍ୟାନ୍‌ଙ୍କୁ ବହୁ ବିଗ୍‌ ହିଟ୍‌ ଫିଲ୍ମ ଭେଟି ଦେଇସାରିଛନ୍ତି। ତେବେ ଟାଇଗର…

ଫିଲ୍ମ ‘ଗଣପତ୍‌’ରେ ପୁଣିଥରେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ କୃତି ସାନନ୍‌, ସାମ୍ନାକୁ ଆସିଲା ମୋଶନ୍‌ ପୋଷ୍ଟର

ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କୃତି। ଫିଲ୍ମ ‘ଗଣପତ୍‌’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ।…

ଫିଲ୍ମ ‘ଗଣପତ’ରେ ନଜର ଆସିବେ ଟାଇଗର ଶ୍ରଫ୍‌, ରିଲିଜ୍‌ ହେଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଆକ୍ସନ୍‌ ପାଇଁ ଜଣାଶୁଣା ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ରିପୋର୍ଟ ଅନୁଯାୟୀ ଗତକାଲି ନିଜର ନୂଆ ଫିଲ୍ମ ‘ଗଣପତ’ର ମୋସନ ପୋଷ୍ଟର ଇଣ୍ଟରନେଟ୍‌ ରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରକୁ…