Browsing Tag

film nyay

ହଲ୍‌ରେ ରିଲିଜ୍‌ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ, ରୋକ୍‌ ଲଗାଇବାକୁ ମନା କଲେ ହାଇକୋର୍ଟ

ଥିଏଟରରେ ରିଲିଜ୍‌ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ। ଫିଲ୍ମ ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଲେ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’କୁ ସିନେମା ଘରେ ରିଲିଜ୍‌ ଉପରେ…

ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ’ ଉପରେ ଲାଗିବନି ରହିତାଦେଶ

ଫିଲ୍ମ ନ୍ୟାୟ ଉପରେ ଲାଗିବନି ରହିତାଦେଶ। ସିନେମା ଉପରେ ରହିତାଦେଶକୁ ନେଇ ଆବେଦନକୁ ଦିଲ୍ଲୀ ହାଇକୋର୍ଟଙ୍କ ଅଗ୍ରାହ୍ୟ। ନ୍ୟାୟ ଉପରେ ରହିତାଦେଶ ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା କ୍ରିଷ୍ଣ କିଶୋର ସିଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ…