Below header
Browsing Tag

film producer tutu nayak

ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ଆଶ୍ୱସ୍ତି, ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର (କେନ୍ୟୁଜ): ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ମିଳିଲା ଜାମିନ। ଭୁବନେଶ୍ୱର Sdjm କୋର୍ଟ ତରଫରୁ ତାଙ୍କୁ ଆଜି ଜାମିନ ମିଳିଛି। ସୂଚନା ଅନୁଯାୟୀ ସାମ୍ବାଦିକାଙ୍କୁ…

ବେଲ୍ ନା ଜେଲରେ ରହିବେ ଟୁଟୁ ନାୟକ ? ଆଜି ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର (କେନ୍ୟୁଜ): ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ ? ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହେବ । ଗତ ୬ ତାରିଖରେ ଶୁଣାଣି କରି ଆଜି ଘୁଞ୍ଚାଇ ଦେଇଥିଲେ…

ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ? ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଆଜି ଶୁଣାଣି

ଭୁବନେଶ୍ୱର (କେନ୍ୟୁଜ୍): ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ ? ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହେବ । ଗିରଫ ପରେ ଟୁଟୁ ନାୟକଙ୍କୁ ଭୁବନେଶ୍ବର ଝାରପଡ଼ା…

ଝାରପଡା ଜେଲରେ ରାତି କାଟିଛନ୍ତି ଟୁଟୁ ନାୟକ, ସକାଳୁ ଉପମା ସହ ଘୁଗୁନି ଆଉ ଚା ପିଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲରେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆସନ୍ତାକାଲି ତାଙ୍କର ଜାମିନ ନେଇ ଶୁଣାଣି ହେବ। ପ୍ରାୟ ୩ଘଣ୍ଟା ପଚରାଉଚରା ପରେ ଗିରଫ କରିଥିଲା ଭୁବନେଶ୍ବର…

ଜେଲ ଗଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ

ଜେଲ ଗଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ଗତକାଲି ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଆଜି ଗିରଫ ହେବା ପରେ ଜେଲ୍ ଗଲେ। ସଞ୍ଜୟଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆସନ୍ତା ସୋମବାର…

ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ପ୍ରଯୋଜକ ଟୁଟୁ ନାୟକ ଗିରଫ । ଗିରଫ କଲା ଖାରବେଳନଗର ଥାନା ପୋଲିସ । ଟୁଟୁ ନାୟକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୫୪, ୨୯୪, ୩୪୧, ୩୨୩ ଦଫାରେ ଗିରଫ କରାଯାଇଛି । ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି ।…

କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣା: ଡିସିପିଙ୍କୁ ଭେଟିଲେ ଓଡ଼ିଶା ୱିମେନ୍ ଇନ୍ ମିଡିଆ

ଭୁବନେଶ୍ୱର (କେନ୍ୟୁଜ) : କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାରେ ଆଜି ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ୍ ଇନ୍ ମିଡିଆ। ସେମାନେ ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ…

ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଅଭିଯୋଗ, ଆଜି ଥାନାରେ ହାଜର ହେଇପାରନ୍ତି ଟୁଟୁ ନାୟକ

ଭୁବନେଶ୍ୱର (କେନ୍ୟୁଜ): କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଓଲିଉଡ୍ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଅଭିଯୋଗରେ ତନାଘନା ତଦନ୍ତ କରୁଛି ଭୁବନେଶ୍ବର ଖାରବେଳନଗର ଥାନା ପୋଲିସ । ଆଜି ଥାନାରେ ହାଜର ହେଇ ପାରନ୍ତି ଟୁଟୁ ନାୟକ । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବ ।…