Below header
Browsing Tag

Fire breaks out

ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ବକ୍ସି ଛକ ସ୍ଥିତ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ପାଖାପାଖି ୨ଟା ୩୦ମିନିଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ଦୋକାନରେ ଦୃଷ୍ଟି ପଡିଲା । ଦୋକାନରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ…

ପୁରୀ ଜିଲ୍ଲା ଗୋରୁଆଳ ପଶୁପାଳ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ପ୍ରାୟ ୨ ଶହ ଝାଉଁ ଜଙ୍ଗଲରେ ଲାଗିଛି ନିଆଁ

ପୁରୀ : ପୁରୀ ଜିଲ୍ଲା ଗୋରୁଆଳ ପଶୁପାଳ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ପ୍ରାୟ ୨ ଶହ ଝାଉଁ ଜଙ୍ଗଲରେ ନିଆଁ ଲାଗିଛି । ତେବେ ବିଳମ୍ବିତ ରାତିରେ ବନ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ଜଙ୍ଗଲକୁ ରାସ୍ତା ନଥିବାରୁ ଦମକାଳ ଗାଡ଼ି ଭିତରକୁ ପ୍ରବେଶ କରିପାରୁ…

ଗୁଜରାଟର ସୁରତରେ ଏକ ୧୦ମହଲା କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦମକଳ ବାହିନୀ ମୁତୟନ

ସୁରତ(କେନ୍ୟୁଜ୍): ଗୁଜରାଟର ସୁରତରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୦ମହଲା କପଡ଼ା ମାର୍କେଟରେ ନିଆଁ ଲାଗିବା ପରେ ଏହା ସମଗ୍ର କୋଠାକୁ ବ୍ୟାପୀ ଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫୦ରୁ ଅଧିକ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ରଘୁବୀର ଟେକ୍‌ସଟାଇଲ ମାର୍କେଟରେ କୌଣସି କାରଣରୁ ହଠାତ ନିଆଁ…

କଟକ ପାଗା ହାଟରେ ଅଗ୍ନିକାଣ୍ଡ, ୪୦ରୁ ଅଧିକ ବଖରା ଘର ଭସ୍ମୀଭୂତ

କଟକ: ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବଖରା ଘର ଭସ୍ମୀଭୂତ। କଟକ ଜିଲ୍ଲା ପାଗା ହାଟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବଖରା ଘର ପୋଡିଯାଇଛି। ଘଟଣାସ୍ଥଳରେ ସାଲେପୁର ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୋକାନୀ ମାଲିକଙ୍କୁ ସରକାରୀ ସହାୟତା ମିଳିବା ପାଇଁ ସ୍ଥାନୀୟ…

ପୁଣି ଦିଲ୍ଲୀର କପଡା ଗୋଦାମରେ ଅଗ୍ନିକାଣ୍ଡ: ନିଆଁ ଲାଗି ୯ମୃତ, ୧୦ଗୁରୁତର

ନୂଆଦିଲ୍ଲୀ: ପୁଣି ନିଆଁ ନେଲା ୯ ଜଣଙ୍କ ଜୀବନ । ଦିଲ୍ଲୀର କପଡା ଗୋଦାମରେ ନିଆଁ ଲାଗି ୯ ଜଣ ଜଳିଯାଇଛନ୍ତି ଏଥିସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । କରାଡି ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗତକାଲି ରାତି ୧୨ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଚାରି ମହଳା ବିଶିଷ୍ଠ କୋଠାର ତଳ ମହଲାରେ ଗୋଦାମ…

କଟକ ମଙ୍ଗଳାବାଗ ମେଡିସିନ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ

କଟକ: କଟକ ମଙ୍ଗଳାବାଗ ଭୟାବହ ଅଗ୍ନିକାଣ୍ଡ। ମେଡିସିନ୍‌ ଗୋଦାମରେ ଲାଗିଲା ନିଆଁ। ମଙ୍ଗଳାବାଗ ଆନ୍ଧ୍ରା ବ୍ୟାଙ୍କ ନିକଟରେ ଥିବା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଛି। ଏହି ବିଲ୍‌ଡିଂର ହଠାତ୍‌ ନିଆଁ ଲାଗିଥିବା ଲୋକ ଦେଖିବାକୁ ପାଇଥିଲେ। ଧୂଆଁମୟ ହୋଇ ଯାଇଥିଲା ସାରା ଅଞ୍ଚଳ। ଖବର ପାଇ…

ବୁର୍ଲା ଭିମସାର୍‌ ମେଡିକାଲର ନିଉରୋଲୋଜି ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ସମ୍ବଲପୁର : ମେଡିକାଲରେ ଅଗ୍ନିକାଣ୍ଡ। ବୁର୍ଲା ଭିମସାର୍‌ ମେଡିକାଲର ନିଉରୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡୋରରେ ବିଭଗରେ ଥିବା ବ୍ୟାଟେରୀରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଫଳରେ ବିଭାଗରେ ଥିବା ଆସବାବପତ୍ର ପୋଡିଯାଇଛି। ତେବେ ରୋଗୀମାନେ ପ୍ରଭାବିତ…

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଅଳ୍ପେକେ ବର୍ତ୍ତିଲେ ରୋଗୀ

ଜଗତସିଂହପୁର(କେନ୍ୟୁଜ୍): ହସ୍‌ପିଟାଲରେ ନିଆଁ । ଅଳ୍ପେକେ ବର୍ତ୍ତିଲେ ରୋଗୀ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟରେ ଥିବା ଏକ ଇଲେଟ୍ରିକ୍‌ ବୋର୍ଡରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଫଳରେ…

ଭଂଜନଗର ସହର ବଜାରରେ ହୁତୁ ହୁତୁ ହୋଇ ଜଳିଗଲା ମୋବାଇଲ ଦୋକାନ, ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଗଞ୍ଜାମ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ମୋବାଇଲ ଦୋକାନ। ନିମିଷକ ମଧ୍ୟରେ ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗଞ୍ଜାମ ଜିଲ୍ଲା ଭଂଜନଗର ସହର ବଜାରରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଦୋକାନଟି ବନ୍ଦ ଥିବାବେଳେ ହତାଠ୍‌ ନିଆଁ…

ବମୀଖାଲ ନିକଟସ୍ଥ ଏକ ମାର୍ବଲ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍) : ଗତକାଲି ରାତି ପାଖାପାଖୀ 11ଟା ବେଳେ କଟକ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ଵ ବମୀଖାଲ ନିକଟସ୍ଥ ଏକ ମାର୍ବଲ ଦୋକାନ ରେ ନିଆଁ ଲାଗିଯାଇଥିଲା । ତେବେ ନିକଟରେ ଥିବା ଏକ ପିସିଆର୍ ଗାଡି ସଚେତନ ଥିବାରୁ ନିଆଁକୁ ସହଜରେ ଆୟତ କରାଯାଇପାରିଥିଲା । ସୂଚନା ମୁତାବକ…

ଖୋର୍ଦ୍ଧା ସରପାରୀ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ,୧୦ ବଖରା ଘର ଭସ୍ମୀଭୂତ

ଖୋର୍ଦ୍ଧା : ଟାଙ୍ଗୀ ବ୍ଲକ୍‌ ସରପାରୀ ହରିଜନ ସାହିରେ ଅଗ୍ନିକାଣ୍ଡ । ୧୦ ବଖରା ଘର ଭସ୍ମୀଭୂତ । ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଉଛି ଯେଉଁଭଳି ଭାବରେ ରାଜ୍ୟରେ ହାଡ ଭଙ୍ଗା ଶୀତ ହେଉଛି, ସେଥିରେ ବାସହୀନ ହୋଇପଡିଛନ୍ତି ଗାଁର କିଛି ପରିବାର ।…

ନିଆଁରେ ପୋଡି ପାଉଁଶ ହୋଇଗଲା କୋଟିଏ ଟଙ୍କାର ଅଣ୍ଡା, ମୟୂରଭଞ୍ଜ ଭେନ୍‌କୋ କୁକୁଡ଼ା ଗବେଷଣା ଫାର୍ମରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ(କେନ୍ୟୁଜ୍) : ଭେନ୍‌କୋ କୁକୁଡ଼ା ଗବେଷଣା ଫାର୍ମରେ ଅଗ୍ନିକାଣ୍ଡ। ମୟୂରଭଞ୍ଜ ସ୍ଥିତ ରାସଗୋବିନ୍ଦପୁର ଥାନା ଛାତନ ସ୍ଥିତ କୁକୁଡ଼ା ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କୁକୁଡ଼ା ଫାର୍ମର ଅଣ୍ଡାରୁ…