Browsing Tag

fire broke

ବରହମପୁର ଥାନା ଅଧୀନ ଗରଢିହି ଛକ କାହ୍ନା ହୋଟେଲରେ ଅଗ୍ନିକାଣ୍ଡ

ନୀଳଗିରି : ବରହମପୁର ଥାନା ଅଧୀନ ଗରଢିହି ଛକରେ କାହ୍ନା ହୋଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ହୋଟେଲଟି ଜଳିପୋଡ଼ି ବିଭିନ୍ନ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।  ସୂଚନାରୁ ଜଣାଯାଇଛି ଗରଡିହି ଛକରେ ଥିବା ହୋଟେଲଟି ଦୀର୍ଘ ଏକ ମାସରୁ ଅଧିକ ଦିନ ବନ୍ଦ ଥିଲା । ହୋଟେଲ ଟି ହଠାତ୍ ନିଆଁ…

ଲେଦର ଗାରମେଣ୍ଟଟସ୍‌ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ନୋଏଡାର ସେକ୍ଟର –୬୫ ର ବ୍ଲକ୍- Bରେ ଏକ ଲେଦର ଗାରମେଣ୍ଟଟସ୍‌ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ସକାଳେ କମ୍ପାନୀରେ ହଠାତ୍ ନିଆଁ ଲାଗିଯାଇଛି । ନିଆଁ ଲିଭାଇବା ପାଇଁ ୮ ରୁ ଅଧିକ ଅଗ୍ନି ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ଅଗ୍ନି ବିଭାଗର ନିଆଁ ଲିଭାଇବାରେ ଲାଗିଛନ୍ତି…

ଜୟପୁରରୁ ଦିଲ୍ଲୀ ଆସୁଥିବା ଚଳନ୍ତା ବସରେ ଲାଗିଲା ନିଆଁ, ୨ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଚଳନ୍ତା ବସରେ ନିଆଁ। ରାଜସ୍ଥାନ ଜୟପୁରରୁ ଦିଲ୍ଲୀ ଆସୁଥିବାବେଳେ ହୁତୁ ହୁତୁ ହୋଇ ଜଳିଗଲା ସ୍ଲିପର ବସ। ନିଆଁରେ ପୋଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ…

ହୋଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକରୁ ଲାଗିଗଲା ନିଆଁ

ମୋହନା (କେନ୍ୟୁଜ): ହୋଟେଲରେ ଅଗ୍ନିକାଣ୍ଡ । ଗ୍ୟାସ୍ ଲିକରୁ ନିଆଁ ଲାଗି ଜଳିଗଲା ହୋଟେଲ। ଗଜପତି ଜ଼ିଲ୍ଲା ମୋହନା ଥାନା ଲୁହାଗୁଡ଼ି ଛକ ସ୍ଥିତ ରାଜ୍ ପୁତ୍ ଲାଇନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ସକାଳୁ ଖାଦ୍ୟ ପ୍ରସ୍ତୁତି ବେଳେ ହୋଟେଲର ରୋଷେଇ ଘରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ଗ୍ୟାସ୍…

ବସରେ ଲାଗିଲା ନିଆଁ: ୨୫ ଜୀବନ୍ତ ଦଗ୍ଧ, ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ବସରେ ଲାଗିଲା ନିଆଁ । ୨୫ ଜଣ ଜୀବନ୍ତ ଦଗ୍ଧ । ଅନେକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ବୁଲଢାଣା ଜିଲ୍ଲା ଅନ୍ତର୍ଗତ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ େଓ୍ଵରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ଆଗକୁ ବଢ଼ିପାରେ…

ଭୟଙ୍କର ଅଗ୍ନିକାଣ୍ଡ: ପ୍ଲାଷ୍ଟିକ୍‌ ପାଇପ ଗୋଦାମରେ ଲାଗିଲା ନିଆଁ

ସମ୍ବଲପୁର (କେନ୍ୟୁଜ): ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର । ସେଠାରେ ଥିବା ଏକ ପ୍ଲାଷ୍ଟିକ ପାଇପ୍‌ ଗୋଦାମରେ ଏହି ଭୟଙ୍କର…

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ଅସ୍ତ୍ରୋପଚାର ଗୃହ ନିକଟରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି । ଆଜି ସକାଳେ ଗୃହ ରୁ ଧୂଆଁ ବାହାରୁଥିବା ଦେଖି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ…

ଚଳନ୍ତା ମାଲ୍‌ବାହୀ ଟ୍ରେନରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଭଦ୍ରକ (କେନ୍ୟୁଜ): ଚଳନ୍ତା ମାଲବାହୀ ଟ୍ରେନରେ ନିଆଁ। ମାଲବାହୀ କୋଇଲା ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିଥିବା ସନ୍ଦେହ। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ ଏକ କୋଇଲା ଟ୍ରେନ ଯାଉଥିବା ବେଳେ କିଛି ୱାଗନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପାରାଦୀପରୁ ଟ୍ରେନ…