ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର
ନୟାଗଡ଼: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଫତେଗଡ଼ ଥାନା ତରବାଲୁ ଗାଁ ଉପରସାହିରେ ବାଣ ବିସ୍ଫୋରଣ ହୋଇଛି । ତରବାଲୁ ଗାଁ ଉପରସାହିର ଧନେଶ୍ୱର ଦଳେଇ ଆଜି ଭୋରରୁ ଘରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଫଳରେ ଧନେଶ୍ୱରଙ୍କ ୬୦ଭାଗରୁ…