ବରଦାନ ପାଲଟିଲା ଅଦିନିଆ ବର୍ଷା, ନିଆଁ ଦାଉରୁ ଜଙ୍ଗଲକୁ ମିଳିଛି ସାମାନ୍ୟ ଆଶ୍ବସ୍ତି
ଅଦିନିଆ ବର୍ଷା । କାହାକୁ ଦୁଃଖ ଦିଏ ତ ଆଉ କାହାପାଇଁ ବରଦାନ ପାଲଟିଥାଏ । ଏଇ ଯେମିତି ଚଳିତଥର କିଛିଦିନ ପୂର୍ବରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢିଥିଲା । ପାଚିଲା ଧାନ କ୍ଷେତ ବର୍ଷା ପାଣିରେ ଭିଜିଗଲା । ବହୁ ଚାଷୀଙ୍କ ଅମଳ ପ୍ରଭାବିତ ହେଲା । ଭାଙ୍ଗି ପଡ଼ିଲେ ଚାଷୀ କୂଳ । ଦୁଃଖ…