Below header

ଜଳୁଛି ଅନୁଗୁଳ କୁଇଓ ଜଙ୍ଗଲ : ଅଗ୍ନିକାଣ୍ଡରେ ପାଖାପାଖି ୧୦ରୁ ୨୦ଏକର ଜଙ୍ଗଲ ପୋଡି ନଷ୍ଟ

ଅନୁଗୁଳ: ଜଳୁଛି ଜଙ୍ଗଲ। ଅଗ୍ନିକାଣ୍ଡରେ ପାଖାପାଖି ୧୦ରୁ ୨୦ଏକର ଜଙ୍ଗଲ ପୋଡିଯାଇଛି । ଅନୁଗୁଳ ଜିଲ୍ଲା କୁଇଓ ଜଙ୍ଗଲରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।

ଶିକାର କରିବାକୁ ଯାଇଥିବା କେହି ଦୁବୃର୍ତ୍ତ ନିଆଁ ଲାଗାଇଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ଯାଇଛି। ଏହାସହ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.