Browsing Tag

forest

ଶାଳ ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିଶମବାହିନୀ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ଆଠଗଡ : ଜଳୁଛି ଜଙ୍ଗଲ ।  ଆଠଗଡ ଗୁରୁଡିଝାଟିଆରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ ।  ଧୀରେ ଧୀରେ ନିଆଁ ବ୍ୟାପିବାରେ ଲାଗିଛି ।  ନିଆଁ ଯୋଗୁ ବିଭିନ୍ନ ମୂଲ୍ୟବାନ ଗଛ ପୋଡି ପାଉଁଶ ହେଲାଣି ।  ଦୁଇ ଏକରରୁ ଅଧିକ ଥିବା ଏହି ଶାଳ ଜଙ୍ଗଲକୁ ଲାଗି ବିଭିନ୍ନ ଗାଁ ଓ କଲେଜ ରହିଛି ।  ତେଣୁ ନିଆଁ…

୨ ଦିନ ହେଲା ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ, ବିପଦରେ ପଶୁପକ୍ଷୀ

ରେଢାଖୋଲ: ଜଳୁଛି ଜଙ୍ଗଲ ।  ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ । ୨ ଦିନ ହେଲା ହୁତୁ ହୁତୁ ହୋଇ ଜଳୁଛି । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ ।  ନିଆଁ…

ଧ୍ୱଂସ ପାଇବାକୁ ବସିଲାଣି ଜଙ୍ଗଲ, ମୂଲ୍ୟବାନ ଗଛ ସବୁ ଅବାଧରେ କାଟି ଦିଆଯାଉଛି

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଏକଦା ଦିନେ ଓଡ଼ିଶାର ବନ ବିଭାଗ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏବେ ଜଙ୍ଗଲ ମାଫିଆଙ୍କ ଲୋଲୁପଦୃଷ୍ଟି ଯୋଗୁଁ ଏବେ ଏହି ଜଙ୍ଗଲ ଧ୍ୱଂସ ପାଇବାକୁ ବସିଲାଣି । ବର୍ତ୍ତମାନ ରେଢ଼ାଖୋଲ ପଶ୍ଚିମ ଓଡ଼ିଶାର ମୁଖ୍ୟ ଦ୍ଵାର ଅଟେ । ପୂର୍ବ…

ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର

ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲରୁ ଗଲା ଯମୁନା । ୧୦ଦିନ ପରେ ଶିମିଳିପାଳ କୋର ଅଞ୍ଚଳକୁ ଛଡ଼ା ହେଲା ବାଘୁଣୀ ଯମୁନା । ଆଜି ଦିନ ୧୦ ଟା ରେ ଏନକ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି ବାଘୁଣୀ । ଗତ ୨୭ ତାରିଖରୁ ମହାରାଷ୍ଟ୍ରର ତଡ଼ବାରୁ ଆଣି ବାଘୁଣୀକୁ ଏନକ୍ଲୋଜରରେ ରଖିଥିଲା ଶିମିଳିପାଳ କର୍ତ୍ତୃପକ୍ଷ ।  ଏବେ…

ଆଠଗାଁ ଜଙ୍ଗଲରେ ପଡ଼ିରହିଛି ଦୁଇ ମୃତଦେହ, ପୋଲିସର ତଦନ୍ତ ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଆଠଗାଁ ଜଙ୍ଗଲରେ ପଡ଼ିରହିଛି ଦୁଇ ମୃତ ଦେହ  ।  ସେହି ମୃତଦେହ ଭିତରୁ ଗୋଟିଏ ଯୁବତୀ ଓ ଆଉ ଗୋଟିଏ ଯୁବକଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି  । ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉଭୟଙ୍କ ଗଳା କଟା ଯାଇଥିବାରୁ ଏହା ଏକ…

କଲରାପତରିଆ ବାଘ ଚମଡ଼ା ସହ ଦେଶୀ ବନ୍ଧୁକ ଜବତ, ୩ ଶିକାରୀ ଗିରଫ

ସମ୍ବଲପୁର : ଗତକାଲି ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡ଼ା, ଟାଙ୍ଗିଆ ୪ଟି, ପନଖି ଗୋଟେ, ମାଂସ, ରୋଷେଇ ସାମଗ୍ରୀ, କଲରାପତରିଆ ବାଘ ମୁଣ୍ଡ , ସମ୍ବର ସିଙ୍ଗ ସହ ଗୋଟିଏ ଦେଶୀ ବନ୍ଧୁକ…

୨୦୦ ଏକରରୁ ଅଧିକ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ୩୦ ଆଦିବାସୀ ପରିବାର

ଦଶପଲ୍ଲା: ଆମେ ସମସ୍ତେ ଜାଣିଛେ ଜଙ୍ଗଲର ଉପକାରିତା । ତେଣୁ କରି ସବୁବେଳେ ଆମେ କହିଥାଉ "ଜଙ୍ଗର ସୁରକ୍ଷା, ଜୀବନ ରକ୍ଷା " । ତେବେ ଜଙ୍ଗଲ ପ୍ରତି ଗ୍ରାମବାସୀଙ୍କ ନାହିଁ ନଥିବା ମମତା । ପ୍ରାୟ ୨୦୦ ଏକରରୁ ଅଧିକ ଜଙ୍ଗଲର ସୁରକ୍ଷା ଦାୟୀତ୍ୱ ନେଇଛନ୍ତି ଗ୍ରାମବାସୀ । ଅଗ୍ନିକାଣ୍ଡ ରୋକିବା ସହ…

ପୁଣି ଜଙ୍ଗଲରୁ ଉଦ୍ଧାର ହୋଇଛି ଛୁଆ ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦୁଝର (କେନ୍ୟୁଜ): ପୁଣି ହାତୀ ମୃତ୍ୟୁ। ଜଙ୍ଗଲରୁ ଉଦ୍ଧାର ହୋଇଛି ଛୁଆ ହାତୀର ମୃତଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ମୃତଦେହ ଉଦ୍ଧାର କରାଯାଇଛି। ହାତୀର ବୟସ ପାଖାପାଖି ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ…

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବୌଦ୍ଧ (କେନ୍ୟୁଜ): ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। ଗ୍ରାମବାସୀ ମୃତଦେହ ଦେଖିବା ପରେ…

ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ପାଇଁ ଜୀବନ ହାରିଥିବା ସନ୍ଦେହ

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବୈପାରିଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକଙ୍କ ନାମ ମନଭତ ଭତରା ଓ ଯୁବତୀଙ୍କ ନାମ ପୁନେଇଁ ଭତରା ବୋଲି ଜଣା ପଡିଛି। ଉଭୟ ବୋକଦା ପଞ୍ଚାୟତର ତାରାଗାଁ ଗୋଟିଗୁଡ଼ା ଗ୍ରାମର। ଗତ କାଲି ଯାତ୍ରା ଦେଖିବାକୁ ଯାଇ…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ: ପରିଚୟ ଅସ୍ପଷ୍ଟ

ସୁବର୍ଣ୍ଣପୁର (କେନ୍ୟୁଜ): ଜଙ୍ଗଲରେ ପଡ଼ିଛି ୨ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଦୁଇରୁ ୩ଦିନ ତଳେ ମୃତ୍ୟୁ ହୋଇଥିବା…

ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ: ମଙ୍ଗଳବାରରୁ ଥିଲେ ନିଖୋଜ

ମାଲକାନଗିରି (କେନ୍ୟୁଜ): ଜଙ୍ଗଲ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ। ସୂଚନା ଅନୁଯାୟୀ ଉଭୟଙ୍କ ପରିବାର ଲୋକେ…