Browsing Tag

firing between police-criminal

ଜୟପୁରରେ ପୋଲିସ-ଅପରାଧୀ ଗୁଳିବିନିମୟ, ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର

ଜୟପୁର(କେନ୍ୟୁଜ୍) : ଜୟପୁରରେ ପୋଲିସ-ଅପରାଧୀ ଗୁଳିବିନିମୟ। ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର। ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଲୋକାଲ ହସ୍ପିଟାଲ ଛକର ଏହି ଗୁଳିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି ପୋଲିସ। ତେବେ…