Browsing Tag

firing issue

ମଜା ମଜଲିସରୁ ଫୁଟିଗଲା ଗୁଳି: ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର

ବାଲେଶ୍ଵର(କେନ୍ୟୁଜ୍): ବିଳମ୍ବିତ ରାତିର ବାଲେଶ୍ଵରରେ ଗୁଳିକାଣ୍ଡ। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ ଫୁଟିଲା ଗୁଳି। ଯୁବକଙ୍କ ଆଖିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି…