Browsing Tag

fish kebab recipe

ଆଜି ଘରେ ବନାନ୍ତୁ ଫିସ୍‌ କବାବ, ଜାଣନ୍ତୁ କେମିତି

ଆପଣ ହୋଟେଲ ହେଉ କିମ୍ବା ରେଷ୍ଟୁରାଣ୍ଟ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କବାବ୍‌ ନିଶ୍ଚିତ ଭାବେ ଖାଇଥିବେ। ଚିକେନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର। କିନ୍ତୁ ଘରେ କେବେ ଆପଣ ଫିସ୍‌ କବାବ ପ୍ରସ୍ତୁତ କରି ଖାଇଛନ୍ତି କି ? ଯଦି ଏପରି କରିନାହାନ୍ତି, ତେବେ ଆଜି ଜାଣିନିଅନ୍ତୁ କେମିତି…