ମତ୍ସ୍ୟ ନିର୍ଦ୍ଦେଶାଳୟ ଡେପୁଟି ଡାଇରେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ
ମତ୍ସ୍ୟ ନିର୍ଦ୍ଦେଶାଳୟ ଡେପୁଟି ଡାଇରେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ । ଡେପୁଟି ଡାଇରେକ୍ଟର ବସନ୍ତ କୁମାର ଦାସଙ୍କ ସମ୍ପତ୍ତି ଯାଞ୍ଚ ଚାଲିଛି । ୫ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । ୧ କୋଟି ୫ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିଲେ ବସନ୍ତ ଦାସ । ପୂର୍ବରୁ କମିଶନରେଟ…