Below header
Browsing Tag

fisherman from chennai to gopalpur

ଘରକୁ ଫେରିବା ପାଇଁ ପାଞ୍ଚ ଦିନର ବିପଜ୍ଜନକ ଜଳଯାତ୍ରା କଲେ ୩୮ ଜଣ ମତ୍ସ୍ୟଜୀବୀ, ଚେନ୍ନାଇରୁ ପହଞ୍ଚିଲେ ଗୋପାଳପୁରରେ

ବ୍ରହ୍ମପୁର (କେ ନ୍ୟୁଜ) : ଅଶାନ୍ତ ସମୁଦ୍ରରେ ଦୀର୍ଘ ୫ ଦିନ । ଚେନ୍ନାଇରୁ ବୋଟରେ ବ୍ରହ୍ମପୁରର ଗୋପାଳକୁ ଦୁଃସାସିକ ଜଳଯାତ୍ରା । ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ୩୮ ଜଣ ମତ୍ସ୍ୟଜୀବୀ । ଶହ ଶହ କିଲୋମିଟର ଏହି ବୋଟରେ ଚାଲି ଆସିଲେ । ଯଦିଓ ସମୁଦ୍ର ସେମାନଙ୍କର ସବୁଦିନିଆ ସାଥୀ ତଥାପି ମନରେ…