Browsing Tag

fishing on road

ରାସ୍ତାରେ ଚାଲିଲେ ପୁଳା ପୁଳା ମାଛ, ଯିଏ ଯେତେ ପାରିଲା ମନ ଇଚ୍ଛା ବୋହିନେଲା

ବର୍ଷା ହେଲା ମାତ୍ରେ ରାସ୍ତାରେ ପାଣି ଚାଲେ। କିନ୍ତୁ କେବେ ଆପଣ ବର୍ଷା ବେଳେ ରାସ୍ତାରେ ପୁଳା ପୁଳା ମାଛ ଦେଖିଛନ୍ତି କି! ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିର୍ମଳ ସହରରେ। ଏଠାରେ ବର୍ଷା ଯୋଗୁ ରାସ୍ତାରେ ଏତେ ପରିମାଣରେ ମାଛ ଠୁଳ ହୋଇଥିଲେ…