ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ
କଟକ (କେନ୍ୟୁଜ୍): କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ…