Browsing Tag

flipkart big days sale

Flipkart ବିଗ ବିଲିୟନ ଡେଜ ସେଲରେ ମାତ୍ର ୨୬ ହଜାର ଟଙ୍କାରେ ପାଇପାରିବେ ଆଇଫୋନ

ଫ୍ଲିପକାର୍ଟର ବିଗ ବିଲିୟନ ଡେଜ ସେଲ ଆସନ୍ତା ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ପ୍ରତ୍ୟକ ବର୍ଗର ଲୋକ ଯେମିତି ଏହି ଦିନକୁ ଚାତକ ପରି ଚାହିଁ ବସିଛନ୍ତି । କିଏ ଟିଭି କିଣିବାକୁ ସେଲ ଅପେକ୍ଷାରେ ଅଛନ୍ତି ତ କିଏ ମୋବାଇଲ ଟିଏ କିଣିବାକୁ ଚାହିଁ ବସିଛି । ଆଉ କିଏ ଘରୋଇ ଆସବାବ…