Below header
Browsing Tag

float

ଯାହାକୁ ରଖିବେ ଅନନ୍ତ . . . ନାଆ ବୁଡଯିବା ପରେ ୫ ଦିନ ଯାଏଁ ସମୁଦ୍ରରେ ପହଁରୁ ଥିଲେ ମତ୍ସ୍ୟଜୀବୀ, ବାଂଲାଦେଶୀ ଧୀବର…

କଥାରେ ଅଛି ଯହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ। ଏହାର ସତ୍ୟତା ଏବେ ଦେଖିବାକୁ ମିଳିଛି କଲିକତାର ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ । ଗତ ୪ ଜୁଲାଇରେ ପଶ୍ଚିମବଙ୍ଗର ୨୪ ପର୍ଗନା ଜିଲ୍ଲା ନାରାୟଣପୁର ରବିନ୍ଦ୍ର ନାଥ ଦାସ ତାଙ୍କ ଭଣଜା ସମେତ ଅନ୍ୟ ୧୪ ସହଯୋଗୀଙ୍କ ସହ, ସମୂଦ୍ରକୁ…