Browsing Tag

flood situation in puri

ବନ୍ୟା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ରାସ୍ତ ଉପରେ ରାତି କାଟୁଛନ୍ତି ଡେଲାଙ୍ଗ ବ୍ଲକ୍ ସାଉରିଆ ପଞ୍ଚାୟତର ଲୋକେ

ପିପିଲି : ବନ୍ୟା କମୁଛି, ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ରାସ୍ତ ଉପରେ ରାତି କାଟୁଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତର ଲୋକେ । ଘରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଘରର ଆସବାବପତ୍ର କାଢିବା ଆଗରୁ ବନ୍ୟା ଜଳ ଘର ମଧ୍ୟରେ ପ୍ରବେଶ କରିଥିଲା । ଦୟା ନଦୀରେ ଘାଇ…

ପୁରୀରେ ବନ୍ୟା ପରିସ୍ଥିତି: ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପୁରୀ: ପୁରୀରେ ବନ୍ୟା ପରିସ୍ଥିତି । ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ଉତ୍ତରକୋଣା ଓ ସିରେଇକୋଣାରେ ଚାଷଜମି ଜଳମଗ୍ନ ହୋଇଛି । ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଥିବାରୁ ଗମନାଗମନ ପାଇଁ ଥିବା…