Browsing Tag

flood water in mahanadi

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…