Below header
Browsing Tag

fog in weather

ଗାଡି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଭାଗ ଚେତାବନୀ: ଘନ କୁହୁଡିରେ ଦେଖାଯାଉନି…

ଉତ୍ତର ଭାରତର ଅନେକ ଅଞ୍ଚଳରେ ବୁଧବାର ସକାଳେ ରାସ୍ତାଘାଟ ଘନକୁହୁଡ଼ି ଦ୍ବାରା ଆଚ୍ଛାଦିତ ରହିଥିଲା। ଗତ କିଛିଦିନ ହେଲାଣି ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନେକ ରାଜ୍ୟରେ ସକାଳୁ କୁହୁଡି ଲାଗି ରହିଛି।କୁହୁଡ଼ି ପାଇଁ ଅଳ୍ପ ଦୃଶ୍ୟମାନ ଯୋଗୁଁ ଅନେକ ଜାଗାରେ ଦୁର୍ଘଟଣା ବି ଘଟିଛି। ତେଣୁ…

ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି, ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଭୋର ସମୟରେ କୁହୁଡି ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ। ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି ।…