Below header
Browsing Tag

foldable phone

ଫୋଲଡେବଲ୍‌ ଫୋନରେ ବଡ଼ ପରିବର୍ତ୍ତନ କରିବ ସାମସଙ୍ଗ୍‌, ପ୍ରଥମ ଥର ପାଇଁ ମିଳିବ ଏହି ଖାସ୍‌ ଫିଚର

Samsung Galaxy Z Fold 6 ରେ ହେବ ବଡ ପରିବର୍ତ୍ତନ । ସାମସଙ୍ଗ ଦ୍ୱାରା ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସମସ୍ତ ଫୋଲଡେବଲ୍ ସ୍ମାର୍ଟଫୋନର ଡିଜାଇନ୍ ପ୍ରାୟ ସମାନ । କମ୍ପାନୀ କେବଳ କ୍ୟାମେରା ମଡ୍ୟୁଲ୍ ଏବଂ ଷ୍ଟ୍ରକଚରରେ ଅଳ୍ପ ପରିବର୍ତ୍ତନ କରିଥିଲା । ଏଥର କମ୍ପାନୀ ଫୋନର ଫୋଲଡେବଲ୍ ଡିସପ୍ଲେରେ…

Blackview ଆଣିଲା ନୂଆ ଫୋଲଡେବଲ୍‌ ଫୋନ, ଦାମ ବି ରହିଛି କମ୍‌

Blackview କମ୍ପାନୀ ଏହାର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ସାମ୍ନାକୁ ଆଣିଛି, ଯାହାକୁ Blackview Hero 10 କୁହାଯାଉଛି । ବଜାରରେ ବିଭିନ୍ନ ପ୍ରକାରର ଦାମୀ ଫୋଲଡେବଲ୍ ଫୋନ୍ ଅଛି କିନ୍ତୁ Blackview ଏହି ଫୋନର ଦାମ୍‌ ବହୁତ କମ ରଖିଛି । ଏହି ଫୋନରେ ଦମଦାର ଫିଚର ବଦଳରେ ସାଧାରଣ…

ଆପଲ୍ ୟୁଜରଙ୍କ ପାଇଁ ଖୁସି ଖବର, ଆସିପାରେ Galaxy Z Flip ଡିଜାଇନର ଆପଲ୍ ଆଇଫୋନ୍

ଆପଲ୍ ଫ୍ୟାନ୍ସଙ୍କ ଦୀର୍ଘ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ଆଇଫୋନ୍ ନିର୍ମାତା ଦୁଇଟି ଫୋଲଡେବଲ୍ ଡିଭାଇସରେ କାମ କରୁଛି, ଯେଉଁଥିରେ ଏକ ଫୋଲଡେବଲ୍ ଆଇପ୍ୟାଡ୍ ଏବଂ ଏକ କ୍ଲାମସେଲ ଡିଜାଇନ୍ ସହିତ ଏକ iPhone Flip ଅନ୍ତର୍ଭୁକ୍ତ । ଆପଲ୍ ଏହି ଫୋଲଡେବଲ୍ ଡିଭାଇସଗୁଡ଼ିକର ପ୍ରୋଟୋଟାଇପ୍ ଡେଭଲପ…

ଲଞ୍ଚ ହେଲା OnePlusର ପ୍ରଥମ ଫୋଲଡେବଲ୍‌ ଫୋନ୍‌, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ଯଦି ଆପଣ ନିଜ ପାଇଁ ଫୋଲଡେବଲ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଭାବୁଥିବେ ଯେ କେଉଁ ଫୋନ ଆଣିଲେ ଭଲ ହେବ । କିନ୍ତୁ ବର୍ତ୍ତମାନ ଆପଣ ଏହି ଚିନ୍ତାରୁ ମୁକ୍ତ ହୋଇ ପାରିବେ । କାରଣ OnePlus ନିଜ ୟୁଜରମାନଙ୍କ ପାଇଁ ନେଇ ଆସିଛି ବେଷ୍ଟ ଫୋଲଡେବଲ୍‌ ଫୋନ । OnePlus ଏହାର ପ୍ରଥମ ଫୋଲଡେବଲ୍‌…

Oppo ଲଞ୍ଚ କରିବାକୁ ଯାଉଛି ନୂଆ Flip ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

Oppo ଖୁବଶୀଘ୍ର ନିଜର ଫୋଲଡେବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । Oppo ଏଥିପାଇଁ Oppo Find N3 Flip ଫୋନର ଟିଜିଙ୍ଗ୍‌ ଆରମ୍ଭ କରିଛି । ଏହି ଫୋନ ଖୁବ୍‌ ଶୀଘ୍ର ଭାରତରେ ଡେବ୍ୟୁ କରିବାକୁ ଯାଉଛି । ସୂଚନାଥାଉ କି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନୀ Oppo ନିଜର ଅଫିସିଆଲ…

ମାଇକ୍ରୋସଫ୍ଟ ଚଳିତବର୍ଷ ଲଞ୍ଚ କରିବାକୁ ଯାଉଛି ନୂଆ ଫୋନ Surface Duo, ଫିଚର୍ସ ସହିତ ମିଳିବ ଲାଟେଷ୍ଟ ଅପଡେଟ୍‌…

ମାଇକ୍ରୋସଫ୍ଟ ଚଳିତ ବର୍ଷ ନୂଆ ସ୍ମାର୍ଟଫୋନ୍ ଆଣିବା ପାଇଁ ଯୋଜନା ରଖିଛି। ରିପୋର୍ଟ ଅନୁସାରେ କମ୍ପାନୀ ଜୁଲାଇର ଶେଷ ସୁଦ୍ଧା ନିଜ ଫୋଲ୍ଡେବଲ ସ୍ମାର୍ଟଫୋନ୍ surface duo ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି । କମ୍ପାନୀ ଏହି ଫୋନ ପାଇଁ ଆଣ୍ଡ୍ରଏଡ୍ ୧୧ ଅପଡେଟ୍ ଜାରି କରିବ ଆଶା କରାଯାଉଛି ।…