Browsing Tag

foot massage

ସୁରକ୍ଷା ସହ ସେବା : କାଉଡିଆଙ୍କ ଗୋଡ ମାଲିସ୍ କରୁଛନ୍ତି ଏସପି, ଦେଖନ୍ତୁ ଭିଡିଓ

ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହା ସହ ଆରମ୍ଭ ହୋଇଯାଇଛି ବୋଲବମ୍ । ଆଉ ରାସ୍ତା ସାରା ଦେଖିବାକୁ ମିଳୁଛି କାଉଡିଆମାନଙ୍କୁ । ଏହି କାଉଡିଆଙ୍କ ସୁରକ୍ଷା ପାଇଁ ସବୁଆଡେ ପୋଲିସଙ୍କୁ କରାଯାଇଛି ନିୟୋଜିତ । ଏପରିକି ସ୍ଥାନେ ସ୍ଥାନେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହା…