ଫିଫା ବିଶ୍ୱକପରେ ଗୋଲ୍କୁ ନେଇ ବଡ଼ ବିବାଦ, ଗୋଲ୍ ହେଲା ପରେ ମଧ୍ୟ ଅଫସାଇଡ୍ ଦେଲେ ରେଫରୀ
କେନ୍ୟୁଜ୍: ଫିଫା ବିଶ୍ୱକପ ୨୦୨୨ରେ ବୁଧ ବାର ଦିନ ଖେଳା ଯାଉଥିବା ମ୍ୟାଚରେ ଏକ ବଡ଼ ବିବାଦ ଦେଖିବାକୁ ମିଳିଛି । ଗତ କାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଟ୍ୟୁନେସିଆ ମଧ୍ୟରେ ହେଉଥିବା ମ୍ୟାଚ୍ରେ ଫ୍ରାନ୍ସ ୦-୧ରେ ଟ୍ୟୁନେସିଆ ପାଖରୁ ହାରି ଯାଇଛି । ଏହି ମ୍ୟାଚ୍ରେ ହାରିବା…