Browsing Tag

footsul championship

କିଟ୍‌ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଲା ପ୍ରଥମ ଇଣ୍ଟର କ୍ଲବ ଫୁଟସଲ ଚାମ୍ପିଅନସିପ୍‌-୨୦୨୧

ଭୁବନେଶ୍ୱର(କେ ନ୍ୟୁଜ);  କିଟ୍‌ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଇଣ୍ଟର କ୍ଲବ ଫୁଟସଲ ଚାମ୍ପିଅନସିପ୍‌-୨୦୨୧ । ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୬ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୧ରେ ୩ଟି ମ୍ୟାଚ ଖେଳାଯିବ। ଏଥିରେ ୧୨ଟି ଟିମ୍‌ ଅଂଶଗ୍ରହଣ…