Browsing Tag

forestor arrested

ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର: ଭବାନୀପାଟଣା ଯାଉଥିବା ବାଟରେ ଯାଞ୍ଚ କରିଥିଲେ ଭିଜିଲାନ୍‌ସ ଅଧିକାରୀ

କଳାହାଣ୍ଡି(କେନ୍ୟୁଜ୍): ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର । କଳାହାଣ୍ଡି ଜିଲ୍ଲା ଶଗଡ଼ା ସେକ୍ସନର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ । ତାଙ୍କଠାରୁ ନଗଦ ୨ ଲକ୍ଷ ୩ ହଜାର ଟଙ୍କା ଜବତ ହୋଇଛି । ସେ ଗତ ରାତିରେ ଭବାନୀପାଟଣା ଯାଉଥିବା ବେଳେ ତାଙ୍କୁ ବାଟରେ ଅଟକାଇ ଯାଞ୍ଚ କରିଥିଲେ…