Below header
Browsing Tag

former union minister

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ୯୧ ବର୍ଷ ବୟସରେ ନିଧନ; ବାଜପେୟୀ ସରକାରରେ ଥିଲେ ମନ୍ତ୍ରୀ

ଭାରତର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କୋଲକାତା ବାଲିଗଞ୍ଜର ବୃଦ୍ଧାବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସତ୍ୟବ୍ରତ ମୁଖାର୍ଜୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ।…

ପରଲୋକରେ ଶରଦ ଯାଦବ: ଥିଲେ ଜେଡିୟୁର ପ୍ରଥମ ଜାତୀୟ ସଭାପତି

ନୂଆଦିଲ୍ଲୀ : ରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ୭୫ ବର୍ଷ ବୟସରେ ସେ ଗତକାଲି(ଗୁରୁବାର) ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଝିଅ ସୁବାସିନୀ ଟ୍ବିଟକରି ସୂଚନା ଦେଇଛନ୍ତି । ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ…