କୋରାପୁଟ ପାଡୁଆ ଡାକବଙ୍ଗଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୪ ନାବାଳକଙ୍କ ଜୀବନ
କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪ ଜୀବନ। ମୃତକମାନେ ସମସ୍ତେ ପାଡୁଆ ଗାଁର। ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ରେ ୪ଜଣ ଗାଁକୁ ଫେରୁଥିବାବେଳେ ଭାରସାମ୍ଯ ହରାଇ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ଡାକବଙ୍ଗଳା…