Browsing Tag

france doctor

ଡାକ୍ତର ନା ପିଶାଚ ! ୩୦ ବର୍ଷର କ୍ୟାରିୟରରେ ୩୪୯ ପିଲାଙ୍କୁ କଲେ ଯୌନଶୋଷଣ

ଫ୍ରାନ୍ସର ବ୍ରିଟେନି ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯୋଗ କୌଣସି ସାଧାରଣ ଲୋକ ବିରୋଧରେ ନୁହେଁ ବରଂ ଜଣେ ଡାକ୍ତରଙ୍କ ବିରୋଧରେ ହିଁ ଆସିଛି । ଜଣେ ୬୮ ବର୍ଷୀୟ ଡାକ୍ତର ନିଜ ୩୦ ବର୍ଷର କ୍ୟାରିୟର ଭିତରେ ୩୪୯ ଜଣ ପିଲାଙ୍କ ସହ ଯୌନାହିଂସା ଘଟାଇଥିବା ଅଭିଯୋଗ ଆସିଛି…