Browsing Tag

fraud arrested

ଲୋକଙ୍କ ପଞ୍ଝାରେ ଅଢ଼େଇ କୋଟିଆ ଠକ, ଷ୍ଟାର ହୋଟେଲରେ ମିଟିଙ୍ଗ୍‌ ରଖି ଲୋକଙ୍କୁ କମ୍‌ ଦିନରେ ଧନି କେମିତି ହେବେ ତାହା…

ଭୁବନେଶ୍ୱର (କେନ୍ୟୁଜ) : ଥ୍ରି ଷ୍ଟାର ଫାଇଭ୍‌ ଷ୍ଟାର ହୋଟେଲରେ କରୁଥିଲା ମିଟିଙ୍ଗ । ଷ୍ଟାର ହୋଟେଲରେ ଏକଦମ୍‌ ରାଜକୀୟ ଠାଣି ନେଇ ଲୋକଙ୍କ ସାମ୍ନାକୁ ଯାଉଥିଲା । ଭଲ ଜାଣିଥିଲା ଲୋକଙ୍କୁ ଠକିବାର ଉପାୟ । କେମିତି ଜଣେ ଲୋକ କଥାରେ ଫସିବ ତାର ବେଶ୍‌ ଭଲ ଟ୍ରିକ ଜଣାଥିଲା । କିଏ ବା କାହିଁକି…

ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ୍, ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର…

କଟକ(କେନ୍ୟୁଜ): ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ । ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ । ଗିରଫ ତିନି ଅଭିଯୁକ୍ତ ହେଲେ ଢେଙ୍କାନାଳର ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ କୁମାର ସାହୁ । ଅଭିଯୁକ୍ତଙ୍କ ନିକଟରୁ ୧୯ ହଜାର ୬୪୧ଟି…

କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ ଉମେଶ ଚନ୍ଦ୍ର ପାଢ଼ୀ, ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା…

ଭୁବନେଶ୍ବର(କେନ୍ୟୁଜ): କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ । ଠକ ଉମେଶ ଚନ୍ଦ୍ର ପାଢ଼ୀ ଗିରଫ । କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା ଠକି ନେଇଛି ଠକ । ଠକେଇ ଟଙ୍କାରେ ଫ୍ଲାଇଟ ଚଢି ବାହାରେ ବୁଲି…

ବ୍ରହ୍ମପୁର: ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରିଦେବା କହି ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ…

ବ୍ରହ୍ମପୁର(କେନ୍ୟୁଜ୍): ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା…

୪୦ଲକ୍ଷ ଟଙ୍କା ଠକେଇ, ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କଲା ରାଉରକେଲା ସାଇବର ଥାନା ପୋଲିସ

ରାଉରକେଲା: ବ୍ୟାଙ୍କକୁ ଠକି ଦେଲେ ବ୍ୟାଙ୍କ ମିତ୍ର। ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ଏମାନେ ହେଲେ ସନ୍ତୋଷ ପତି, ପୁଷ୍ପା କୁଜୁର, ରାମ ଏକ୍କା । ରାଉରକେଲା ବନ୍ଧମୁଣ୍ଡା ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆରରୁ ଏମାନେ…

ମନ୍ଦିର ପାଇଁ ଦାନ ଦକ୍ଷିଣା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ପୋଲିସ୍

କଟକ : ମନ୍ଦିର ପାଇଁ ଦାନ ଦକ୍ଷିଣା ନାମରେ ଠକେଇ ଅଭିଯୋଗ । ନିଜକୁ ମଠର ସେବାୟତ କହି ମନ୍ଦିର ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମନୋଜ ପଟ୍ଟନାୟକ, ଅନିଲ ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇସାନ ଦାସ ।…

ମୋବାଇଲ ଫୋନ୍ ଚୋରି କରି ଫସିଲେ କୋରିଅର ଡେଲିଭରି ଡଟକମର ପରିଚାଳକ ଓ ଡେଲିଭରି ବୟ

ବାରିପଦା (କେନ୍ୟୁଜ୍) : ଅନଲାଇନରେ ଆସୁଥିବା ସାମଗ୍ରୀ ଚୋରି କରି ଦୁଇ ଜଣ କୋରିଅର କର୍ମଚାରୀ ଗିରଫ। ମୋବାଇଲ ଫୋନ୍ ଚୋରି କରି ଫସିଲେ କୋରିଅର ଡେଲିଭରି ଡଟକମର ପରିଚାଳକ ଓ ଡେଲିଭରି ବୟ। ଗିରଫ ଦୁଇ ଜଣ ହେଲେ ଅଭିଷେକ ବେହେରା ଓ ପ୍ରକାଶ ଚନ୍ଦ୍ର ନାୟକ। ଏମାନଙ୍କ ନିକଟରୁ ୪ଟି ମୋବାଇଲ୍, ଗୋଟିଏ…