Below header
Browsing Tag

free ration scheme

୮୦ କୋଟି ଲୋକଙ୍କୁ ଦୀପାବଳି ଭେଟି: ଆଉ ୫ ବର୍ଷ ମିଳିବ ମାଗଣା ରାସନ, ଘୋଷଣା କଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ୮୦ କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର । ପୁଣି ବଢ଼ିଲା କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକ ଉପକୃତ…

ସରକାର ଆସନ୍ତା ୩ ମାସ ପାଇଁ ବଢ଼ାଇଲେ ମାଗଣା ରାସନ କୋଟା

ନୂଆଦିଲ୍ଳୀ : କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା (PMGKAY) ରେ ମାଗଣା ରାସନ କୋଟା ୩ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରାୟ ୮୦ କୋଟି ଲୋକଙ୍କୁ ୩ ମାସ ବା ଡିସେମ୍ବର ୨୦୨୨ ଯାଏ ଏହି ମାଗଣା ରାସନ ଦେବା ପାଇଁ ୪୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ…