ପାଲେଷ୍ଟାଇନର ରାଫା ପାଇଁ ନ୍ୟାୟ ଦାବିରେ ଏଲଭିଶଙ୍କ ପୋଷ୍ଟ ସୃଷ୍ଟି କଲା ଆଲୋଡ଼ନ
ରାଫା ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୪୫ ରୁ ଅଧିକ ପାଲେଷ୍ଟାଇନୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହା ପରେ ସୋସିଆଲ ମିଡିଆରେ 'ଅଲ ଆଇଜ୍ ଅନ୍ ରାଫା' ଟ୍ରେଣ୍ଡ କରିବା ଆରମ୍ଭ କରିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ରାଫାଙ୍କ…