Browsing Tag

Galaxy F54

ଆରମ୍ଭ ହେଲା Samsung Galaxy F54ର ପ୍ରି-ଅଡର, ରହିଛି ଜବରଦସ୍ତ କ୍ୟାମେରା ଫିଚର

କେନ୍ୟୁଜ୍‌(ବ୍ୟୁରୋ): ଆସନ୍ତା ମାସରେ ଭାରତୀୟ ବଜାରରେ ମିଳିବ Samsung Galaxy F54 । ଗତକାଲି କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି । Galaxy F ସିରିଜରେ ଏହା ଏକ ପ୍ରିମିୟମ ସ୍ମାର୍ଟଫୋନ ହେବ । ଆସନ୍ତା ଜୁନ ୬ ତାରିଖରେ ଏହି ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବ । ସାମସଙ୍ଗର ଅନଲାଇନ…