Below header
Browsing Tag

ganesg puja

ମୁମ୍ବାଇରେ ୨୫୦ କିଲୋ କାଗଜରେ ତିଆରି ହୋଇଛି ଇକୋଫ୍ରେଣ୍ଡଲି ମୂର୍ତ୍ତି, ନାମ ରଖା ଯାଇଛି ଏଲଫିନ୍‌ଷ୍ଟନ୍‌ ରାଜା

ଗଜାନନଙ୍କ ପୂଜା ମହାରାଷ୍ଟ୍ରରେ ବହୁତ ପ୍ରସିଦ୍ଧ । ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ପୂଜା ବହୁତ ଜୋରସୋରରେ ଚାଲିଛି । ଏଥର ପୂଜାରେ ଗଣେଶଙ୍କ ଇକୋଫ୍ରେଣ୍ଡଲି ମୂର୍ତ୍ତି ଦେଖିବା ପାଇଁ ମିଳିଛି । ବହୁ ସଂଖ୍ୟାରେ ଲୋକେ ଗଣେଶଙ୍କ ଏହି ମୂର୍ତ୍ତି ଘରକୁ ଆଣିଛନ୍ତି । ଏହା ସହ ଅନେକ ମଣ୍ଡପରେ ମଧ୍ୟ…

ଗଣେଶ ଚତୁର୍ଥୀରେ ଜାଣନ୍ତୁ କାହିଁକି ବକ୍ରତୁଣ୍ଡ ଅବତାର ନେଇଥିଲେ ବିଘ୍ନବିନାଶକ

ଆମେ ଯେବେବି କିଛି ଶୁଭ କାର୍ଯ୍ୟ ଆରମ୍ଭ କରୁଛେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ  ଆବାହନ କରୁଛେ।  ଭଗବାନ ଗଣେଷ ଶୁଭ ଫଳ ଦାତା ଅଟନ୍ତି । ଯାହାଙ୍କର ମୋଦକ ଓ ଲଡୁ ଭଳି ବାଣୀ ମଧ୍ୟ ମିଠା ଥାଏ । ଆଉ ତାଙ୍କ ମୁଖ ମଣ୍ଡଳର ସେଇ ସ୍ମିତ ହସ୍ୟ ଭକ୍ତଙ୍କୁ ପ୍ରସନ୍ନତାରେ ଭରିଦିଏ । କିନ୍ତୁ ଥରେ…