ଆଜି ସଙ୍କଷ୍ଟି ଚତୁର୍ଥୀ: ଦୂବର ଏହି ଚମତ୍କାରୀ ଉପାୟରେ କରନ୍ତୁ ଭଗବାନଙ୍କ ଗଣେଶଙ୍କ ପୂଜା; ପୂରଣ ହେବ ସବୁ ମନୋକାମନା
ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ ରଖି ଗଣପତିଙ୍କ ଉପାସନା କରନ୍ତି।…