ଦୁଇ ମହଲା ଛାତରୁ ଡେଇଁ ଚମ୍ପଟ ମାରିଲା ଅଭିଯୁକ୍ତ, ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଲା
ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଅଭିଯୁକ୍ତ l ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ଗୋପନ ରଖାଯାଇଥିବା କୁହାଯାଇଛି l
ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ,…