Below header
Browsing Tag

ganja farming destroy

ଗଜପତିରେ ଅପରେସନ୍ ଗ୍ରୀନ୍ କ୍ଲିନ୍,୧୫ କୋଟିର ଗଞ୍ଜେଇ ଚାଷ ହେଲା ନଷ୍ଟ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତର ନାରଙ୍ଗୀ ଗ୍ରାମ ନିକଟ ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ ଚାଷକୁ ନଷ୍ଟ କରିଛି ପୋଲିସ ଏବଂ ଅବକାରୀ ବିଭାଗ । ଉକ୍ତ ଅଞ୍ଚଳର ୧୧୨ ଏକର ଜଙ୍ଗଲ ଜମିରେ ପ୍ରାୟ ୨ଲକ୍ଷ ୨୪ ହଜାର ଗଞ୍ଜେଇ ଗଛ ଚାଷ…

ଖୋଜିଲେ ବାହାରୁଛି ବିପୁଳ ଗଞ୍ଜେଇ ଚାଷ, ଗଞ୍ଜାମ ପାଲଟି ଯାଇଛି ଏବେ ଗଞ୍ଜେଇ ଗନ୍ତାଘର

ଗଞ୍ଜାମ(କେନ୍ୟଜ୍):  ଗଞ୍ଜେଇ ସନ୍ଧାନ ରେ ପୋଲିସ ଓ ଅବକାରୀ ବିଭାଗ । ଗଛ ପରେ ଗଛକୁ ନଷ୍ଟ କରାଯାଉଛି । ଘର ବାରିପଟ, ଜମିରେ ଓ ପାହାଡରେ ସବୁଠି ଗଞ୍ଜେଇ ଗଛ।  ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଗଛକୁ ନଷ୍ଟ ସାଙ୍ଗକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଉଥିବା ବେଳେ  ଗଞ୍ଜାମ…