STF କବ୍ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ, କୋରାପୁଟ ପୋଲିସ୍ ସହାୟତାରେ ଆଗ୍ରା ନିକଟରୁ ଗିରଫ
ଭୁବନେଶ୍ବର(କେନ୍ୟୁଜ୍): STF କବ୍ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ । କୋରାପୁଟ ପୋଲିସ ସହାୟତାରେ ଉତ୍ତରପ୍ରଦେଶର ଆଗ୍ରା ନିକଟରୁ ଶିବନାଥ ସିଂହକୁ ଗିରଫ କରିଛି STF। ଶିବନାଥ ଜଣେ ଅନ୍ତଃରାଜ୍ୟ ଚୋରା ନିଶା ବେପାରୀ । ୨୦୨୧ ଅଗଷ୍ଟ ୭ତାରିଖରେ ମାଛକୁଣ୍ଡ ପୋଲିସ ୨ଜଣ ଗଞ୍ଜେଇ…