Browsing Tag

ganja smuggling in phulbani

ଗଞ୍ଜେଇ କାରବାରକୁ ନେଇ ଫୁଲବାଣୀ ବନ୍ଧସାହିରେ ବୋମାମାଡ଼

ଫୁଲବାଣୀ : ଗଞ୍ଜେଇ କାରବାରକୁ ନେଇ ବୋମାମାଡ଼। ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବନ୍ଧସାହିରେ ଗତକାଲି ବିଳମ୍ବିତ ରାତିରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଟିଟନ ବେହେରାଙ୍କ ପରିବାରଲୋକେ ଘର ଭିତରେ ଶୋଇଥିବାବେଳେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ଘର ଉପରେ ବୋମା ଫିଙ୍ଗି…