Below header
Browsing Tag

ganza vendor arrested

ଖାକିରେ ଦାଗ, ବେପାରୀଙ୍କୁ ଧରିବା ବଦଳରେ ନିଜେ ହିଁ କରୁଥିଲେ ଗଞ୍ଜେଇ ବେପାର

ମାଲକାନଗିରି (କେନ୍ୟୁଜ) : ଗଞ୍ଜେଇ ବେପାର କରି ASI ଗିରଫ। ଗଞ୍ଜେଇ ଚୋରା ଚାଲାଣ ରାକେଟରେ ପୋଲିସ ବାବୁ। ତାଙ୍କ ନିକଟରୁ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ପୋଲିସ ଘଟଣାର ପର୍ଦ୍ଦାଫାସ୍ କରି ପୋଲିସ ASI ଜୟଦାଶ ଖରାଙ୍କ ସମେତ ୩ଜଣ ଅନ୍ୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି।…

ମାଲକାନଗିରିରୁ ଗଞ୍ଜେଇ ବ୍ୟବସାୟୀ ଗିରଫ, ୫ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି (କେନ୍ୟୁଜ୍) : ଗଞ୍ଜେଇ ବ୍ୟବସାୟୀକୁ ଗିରଫ କଲା ମାଲକାନଗିରି ପୋଲିସ। ଗିରଫ ବ୍ୟବସାୟୀ ହେଲେ ରାଜୁ ବୋରେଇ। ସେ ଗଞ୍ଜେଇ ବ୍ୟବସାୟ କରିବା ସହ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲା। ରାଜୁଠାରୁ ପୋଲିସ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ତା ସହ ଗୋଟିଏ ଧଳା ବୋଲେରୋ, ୫ଟି…