Browsing Tag

garbage

ଖବର ପ୍ରସାରଣ ପରେ ପ୍ରଶାସନର ଭାଙ୍ଗିଲା ନିଦ: ଘଟଗାଁର ମୁଖ୍ୟ ରାସ୍ତାରୁ ହଟିଲା ବର୍ଷ ବର୍ଷର ଅଳିଆ ଆବର୍ଜନା

ଘଟଗାଁ: ଖବର ପ୍ରସାରଣ ପରେ ପ୍ରଶାସନର ଭାଙ୍ଗିଲା ନିଦ।  ଘଟଗାଁର ମୁଖ୍ୟ ରାସ୍ତାରୁ ହଟିଲା ବର୍ଷ ବର୍ଷର ଅଳିଆ ଆବର୍ଜନା । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା'ତାରିଣୀଙ୍କକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନନ୍ଦିନ ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।  ମନ୍ଦିର ଯିବା ପାଇଁ ଯାଇଥିବା…

କାମାକ୍ଷାନଗର ମତ୍ସ୍ୟବିଭାଗ କାର୍ଯ୍ୟାଳୟ ପାଲଟିଛି ଭୂତକୋଠି

କାମାକ୍ଷାନଗର: ମାଛଚାଷର ଉନ୍ନତି ସାଙ୍ଗକୁ ଚାଷୀଙ୍କର ହେବ ଉନ୍ନତି । ସବୁ ପ୍ରକାରର ସରକାରୀ ସୂଚନା ପାଇ ମାଛ ଚାଷୀ ଭଲ ଭାବରେ କରିବେ ଚାଷୀ । ନିଜେ ସ୍ୱାବଲମ୍ବୀ ହୋଇପାରିବା ସହ ରାଜ୍ୟର ମାଛ ସଙ୍କଟ ଦୂର ହେବ । ସେଥିପାଇଁ ସରକାର କରିଥିଲେ ପ୍ରସ୍ତୁତି । ଆଉ ସେହି ଉଦେଶ୍ୟରେ ନିର୍ମାଣ…

ଡେନ୍‌ମାର୍କର କୂଟନୀତିଜ୍ଞ ଭିଡିଓ ପୋଷ୍ଟ୍‍ କରି ଦେଖାଇଲେ ଦିଲ୍ଲୀର ଆବର୍ଜନା, ମ୍ୟୁନିସିପାଲିଟି କଲା ଏଭଳି କାମ

ଭାରତରେ ଡେନ୍‌ମାର୍କର କୂଟନୀତିଜ୍ଞ ଫ୍ରେଡି ସ୍ୱେନ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଏକ ଭିଡିଓ ସେୟାର କରିଥିଲେ, ଯାହାକି କିଛି ସମୟ ଭିତରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦୂତାବାସର ବିଲ୍ଡିଂ ବାହାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବାର ଦେଖାଯାଇଥିଲା । ବର୍ତ୍ତମାନ ଏହି…

ରାଜଧାନୀବାସୀ ସାବଧାନ ! ବାହାରେ ଅଳିଆ ପକାଇଲେ ଫାଇନ କାଟିବ BMC 

ଭୁବନେଶ୍ୱର (କେନ୍ୟୁଜ): ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ଦିଗରେ ବିଏମସିର ଆଉ ଏକ ପଦକ୍ଷେପ ।  ରାଜଧାନୀରେ ଖୋଲାରେ ଅଳିଆ ପକାଇଲେ  ଆଉ ମିଳିବନି ନିସ୍ତାର । ଏଣିକି ଅଳିଆ ଜମାକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିବ ବିଏମ୍‌ସି ।  ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନତା କରାଯାଇଛି ।  ଅଳିଆ…

ଅମାନିଆଙ୍କୁ ନିଆରା ଦଣ୍ଡ : ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିଲେ କରିବେ ଅଳିଆ ସଫା

ଛତିଶଗଡରେ ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଦୁର୍ଗ ପୋଲିସ କ୍ରମାଗତ ଭାବରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଦୁର୍ଗ ଏସପି ଅଭିଷେକ ପାଲ୍ଲାଭ ନିଜେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି, ଯିଏ ନିଜେ ଲୋକମାନଙ୍କୁ ଯାଞ୍ଚ କରୁଛନ୍ତି। ଏହି ଅଭିଯାନରେ ପୋଲିସ ଏକ…

ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ଭୁବନେଶ୍ବର (କେନ୍ୟୁଜ): ସମାଧାନ ଆଡ଼କୁ ମୁହାଁଉଛି ଭୁବନେଶ୍ୱରର ଅଳିଆ ସମସ୍ୟା। ଖୁବଶୀଘ୍ର ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦର ହେବ ସମାଧାନ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ, ବିଏମସି ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି। ପଞ୍ଚାୟତବାସୀଙ୍କ…

ଆବର୍ଜନାମୁକ୍ତ ସହରମାନଙ୍କ ଷ୍ଟାର ରେଟିଙ୍ଗ ତାଲିକାରେ ସ୍ଥାନ ପାଇଲାନି ଓଡିଶାର ସହର, ୧୪୧ଟି ସହର ପାଇଲେ ତାରକା…

କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ବାରା ମଙ୍ଗଳବାରଦିନ ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ଷ୍ଟାର ରେଟିଙ୍ଗ ତାଲିକା ଜାରି କରିଛନ୍ତି। ଏହି ତାଲିକାର ଉନ୍ମୋଚନ କରିଥିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ। ଏଥିରେ ମୋଟ ୧୪୧ଟି ସହର…

ସଂକ୍ରମଣ ରୋଗ ପରି ବଢୁଛି ଗାଁରେ ଅବିବାହିତା ଯୁବକଙ୍କ ସଂଖ୍ୟା, ଏହି କାରଣ ଯୋଗୁଁ ହୋଇପାରୁନି ବାହାଘର

ଭଲ ଚାକିରୀ ନ କରିଥିଲେ, ଭଲ ଘର ଦ୍ୱାରା ନ ଥିଲେ ବା ଖାନଦାନ ଭଲ ନହେଇଥିଲେ ଝିଅ ଘର ଲୋକେ ସାଧାରଣତଃ ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ । କିନ୍ତୁ ଉତ୍ତର ପ୍ରଦେଶର ଏକ ଗାଁରେ ଏକ ଭିନ୍ନ କାରଣ ଯୋଗୁଁ ଏଠାରେ ଲୋକେ ଝିଅ ଦେବାକୁ ରାଜି ହେଉନାହାନ୍ତି । ଫଳରେ ଏହି ଗାଁରେ ଅବିବାହିତ ଯୁବକଙ୍କ…