Browsing Tag

gas company

ଯମୁନା ନଦୀରେ ଫାଟିଲା ଗ୍ୟାସ୍‌ ପାଇପଲାଇନ, ମାଡିଆସିଲା ୪୦ ଫୁଟର ପାଣି : ଦେଖନ୍ତୁ ଭିଡିଓ

ବାଗପତ ଠାରେ ଯମୁନା ନଦୀରେ ଆଇଜିଏଲ୍‌ କମ୍ପାନୀର ଗ୍ୟାସ ପାଇପଲାଇନ ହଠାତ୍‌ ଫାଟିଯାଇଛି । ଗ୍ୟାସ୍‌ ପାଇପଲାଇନ ଫାଟିବା ଯୋଗୁଁ ଯମୁନା ନଦୀର ପାଇଁ ୪୦ ଫୁଟ ଉଚ୍ଚ ଜୁଆର ଭଳି ଉଠିଛି । ନଦୀରେ ଏତେ ବଡ ଜୁଆର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ…

LPGକୁ ନେଇ କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି, ୭ କୋଟି ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ଏଲ୍ପିଜି ଗ୍ୟାସକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ରେ ଥିବା ନିଜର ୫୩ ପ୍ରତିଶତ ଭାଗକୁ ବିକିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବିପିସିଏଲର ବର୍ତ୍ତମାନ ସମୟରେ ଦେଶର ଵିଭିନ୍ନ ପ୍ରାନ୍ତରେ ୭ କୋଟିରୁ ଉର୍ଦ୍ଧ୍ବ ସଂଖ୍ୟକ…