Below header
Browsing Tag

gas explosion

ପାକିସ୍ତାନ: କୋଇଲା ଖଣିରେ ମିଥେନ୍‌ ଗ୍ୟାସ୍‌ ବିସ୍ଫୋରଣ, ଦୁର୍ଘଟଣାରେ ୧୨ ଶ୍ରମିକ ମୃତ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ମିଥେନ୍‌ ଗ୍ୟାସ୍‌ ବିସ୍ଫୋରଣର ଏକ ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକ୍‌ ଅଧିକାରୀମାନେ ଏହି…

ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର, ଭିଡିଓ ଭାଇରଲ

ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ ହୋଇଛି, ଯାହାକୁ ଦେଖିଲ ଆପଣ ନିଶ୍ଚିତ ଭାବେ ଚମକି…

ଆମେରିକାର ବାଲ୍ଟିମୋରରେ ଗ୍ଯାସ୍ ବିସ୍ଫୋରଣ, ଜଣେ ମହିଳା ମୃତ ୪ ଗୁରୁତର ଆହତ

ଆମେରିକାର ମେରିଲ୍ୟାଣ୍ଡ ସହରର ବାଲ୍ଟିମୋରରେ ଏକ ଭୟଙ୍କର ଗ୍ଯାସ୍ ବିସ୍ଫୋରଣ ଘଟିଛି। ସୂଚନା ମୁତାବକ ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ତିନିଟି ଘର ପୋଡି ନଷ୍ଟ ହୋଇଯାଇଛି। ଏଥିସହ ଉକ୍ତ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,…