Browsing Tag

gas plant explosion

ଅଜରବୈଜାନର ଗ୍ୟାସ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୨୦ ମୃତ, ୩୦୦ରୁ ଅଧିକ ଆହତ

ଗ୍ୟାସ୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟି ୨୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଜରବୈଜାନର ଗ୍ୟାସ୍‌ ପ୍ଲାଣ୍ଟରେ ସୋମବାର ରାତିରେ ବିସ୍ଫୋରଣ ହେବା ଫଳରେ ୧୩ ଜଣଙ୍କର ମୃତଦେହ ମିଳିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି…

ଚୀନରେ ଗ୍ୟାସ୍ ପ୍ଲାଣ୍ଟ ବିସ୍ଫୋରଣ, ୧୦ ମୃତ ଅନେକ ଆହତ

ଚୀନର ହେନାନ ପ୍ରାନ୍ତ ୱିମା ସହରରେ ଏକ ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଘଟଣା ପରେ ୫ ଜଣଙ୍କର ପତ୍ତା ମିଳୁ ନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ…